Wednesday , October 4 2023
Breaking News
Home / ତାଜା ଖବର / ସକ୍ଷେପରେ ତାଜା ଖବର :ମହିଳାଙ୍କୁ ଅଜଣା ଦୁର୍ବୃତଙ୍କ ହତ୍ୟା

ସକ୍ଷେପରେ ତାଜା ଖବର :ମହିଳାଙ୍କୁ ଅଜଣା ଦୁର୍ବୃତଙ୍କ ହତ୍ୟା

ସୁବର୍ଣ୍ଣପୁର,୧୭/୦୮/୨୦୧୯(ଓଡ଼ିଶା ସମାଚାର)- ଘର କାମ କରୁଥିବାବେଳେ ଜଣେ ମହିଳାଙ୍କୁ ପଛପଟୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଛି । ରାଏପାଲି ଗାଁ ରେ ଆଜି ସକାଳେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ବାରିକ । ତେବେ ତାଙ୍କ ପଛ ପଟୁ କିଏ ଓ କାହିଁକି ଏଭଳି ହତ୍ୟା କରିଛି , ତାହା ଜଣାପଡ଼ିନାହିଁ । ପୋଲିସ ପହଂଚି ଘଟଣାର ଛାନଭିନ ଚଳାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *