Wednesday , October 5 2022
Breaking News
Home / ବିଶେଷ / ଶୋକ ଖବର: ବାଲିଗୁଡ଼ାର ପୂର୍ବତନ ବିଧାୟକ ସାହୁରା ମଲିକ ଙ୍କ ଦେହାନ୍ତ

ଶୋକ ଖବର: ବାଲିଗୁଡ଼ାର ପୂର୍ବତନ ବିଧାୟକ ସାହୁରା ମଲିକ ଙ୍କ ଦେହାନ୍ତ

ବଲେିଗୁଡ଼ା,୧୭/୦୮/୨୦୧୯(ଓଡ଼ିଶା ସମାଚାର)-କନ୍ଧମାଳ ଜିଲା ବାଲିଗୁଡ଼ାର ପୂର୍ବତନ ବିଧାୟକ ସାହୁରା ମଲିକ ଙ୍କର ଶୁକ୍ରବାର ୮୫ ବର୍ଶ ବୟସରେ ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ । ବାଲିଗୁଡ଼ା ବିଧାନସଭା ଆସନରୁ ସେ ୧୯୭୪ ରୁ ୮୦ ଓ ୮୦ ରୁ ୮୫ ଓ ୯୫ ରୁ ୨୦୦୦ ପର୍ଯ୍ୟନ୍ତ ବିଧାୟକ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସ କର୍ମୀ ଓ ଜନସାଧାରଣ ତାଙ୍କ ସୁତୁରା ଗ୍ରାମରେ ଥିବା ନିଜ ଘରେ ପହଂଚି ଶେଷ ଦର୍ଶନ କରିଥିଲେ । ତାଙ୍କର ମୃତ୍ୟୁରେ ସମଗ୍ର ବାଲିଗୁଡ଼ା ବିଧାନସଭା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.