Tuesday , October 19 2021
Home / ବିଶେଷ / ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର

ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର । ସମ୍ବାଦ ଫିଚର ର ଏଡ଼ିଟର ଶ୍ରୀ ଗୁରୁ ଗୁରୁତର ଅବସ୍ଥାରେ କିମ୍ସ ହସପିଟାଲ ର ଆଇସିୟୁରେ ଭର୍ତି ହୋଇଛନ୍ତି । ଓଡ଼ିଶା ସମାଚାର ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

୧କେଜି ୧୦୦ ଗ୍ରାମ ଗଂଜେଇ ଜବତ, ଜଣେ ଗିରଫ

କଟକ, ୧୯/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋଠମୁହାଣ ଗ୍ରାମର ସୁରେନ୍ଦ୍ର ପାଲ ନାମକ ଜଣେ …

Leave a Reply

Your email address will not be published. Required fields are marked *