Wednesday , December 7 2022
Breaking News
Home / ବିଶେଷ / ଆଇଏଏସ ଅଫିସର ଙ୍କୁ ନୂଆ ଦାୟିତ୍ୱ

ଆଇଏଏସ ଅଫିସର ଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର , ୧୭/୦୮/୨୦୧୯(ଓଡ଼ିଶା ସମାଚାର)- ଆଇଏଏସ ଅଫିସର ଙ୍କୁ ନୂଆ ଦାୟିତ୍ୱ ମିଳିଛି । ସଂଜୀବ ଚୋପ୍ରା ଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବାବେଳେ ଗଗନ ଧଳଙ୍କୁ ରାଜ୍ୟ ଜଙ୍ଗଲ ଓ ପରିବେଷ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ରୁଦ୍ରନାରାୟଣ ପଲେଇ ଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ୱତନ୍ତ୍ର ସଚିବ ଓ ସୁଦର୍ଶନ ପାଲ ଠାକୁରଙ୍କୁ କେବିକେ ମୁଖ୍ୟ ପ୍ରଶାସକ ନିଯୁକ୍ତି ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.