ସମ୍ବଲପୁର/ ଭୁବନେଶ୍ୱର , ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଗତକାଲି ହୀରାକୁଦ ଜଳଭଣ୍ଡାରର ମୋଟ ୨୦ ଟି ଗେଟ ଖୋଲାଯାଇଥିଲା । ତେବେ ଜଳଭଣ୍ଡାରର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆଜି ୧୦ ଟି ଗେଟ ବନ୍ଦ କରାଯିବା ପାଇଁ ନିଷ୍ପତି ହୋଇଛି । ଆଜି ୧୦ ଟି ଗେଟ ବନ୍ଦ କରାଯିବ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର