Friday , September 29 2023
Breaking News
Home / ତାଜା ଖବର / ସଂକ୍ଷେପରେ ଖବର: ସରପଂଚ ଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ଗୁଳିମାଡ଼

ସଂକ୍ଷେପରେ ଖବର: ସରପଂଚ ଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ଗୁଳିମାଡ଼

ରାଉରକେଲା, ୧୪/୦୮/୨୦୧୯(ଓଡ଼ିଶା ସମାଚାର)- କୁରେଇ ସରପଂଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ଙ୍କୁ ଗୁଳିମାଡ଼ ହୋଇଛି । ମିଳିଥିବା ସୂଚନା ଅନୁସାରେ କୁରେଇ ସରପଂଚ ସବିତା ବାରିକ ଙ୍କ ସ୍ୱାମୀ ହୃଦାନନ୍ଦ ବାରିକ ଓ ତାଙ୍କ ସହଯୋଗୀଙ୍କୁ ଗତକାଲି ପଂଚାୟତ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତିରେ ଗୁଳିମାଡ଼ ହୋଇଛି । ଏକ ଠିକା କାମକୁ ନେଇ ଥିବା ପୂର୍ବ ଶତୃତାରୁ ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *