Thursday , October 21 2021
Breaking News
Home / ବିଶେଷ / ପବିତ୍ର ସ୍ୱାଧୀନତା ଦିବସରେ ଓଡ଼ିଶା ସମାଚାର ପକ୍ଷରୁ ଶୁଭେଛା ଓ ଅଭିନନ୍ଦନ

ପବିତ୍ର ସ୍ୱାଧୀନତା ଦିବସରେ ଓଡ଼ିଶା ସମାଚାର ପକ୍ଷରୁ ଶୁଭେଛା ଓ ଅଭିନନ୍ଦନ

ଭୁବନେଶ୍ୱର,୧୫/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆଜି ଦେଶ ପାଳୁଛି ୭୩ ତମ ସ୍ୱାଧୀନତା ଦିବସ । ଏହି ପବିତ୍ର ଦିବସରେ ଓଡ଼ିଶା ସମାଚାର ପକ୍ଷରୁ ଦେଶ ବାସୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି । ସମଗ୍ର ଦେଶବାସୀ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରନ୍ତୁ – ଜଗତର ନାଥ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ଓଡ଼ିଶା ସମାଚାର

About admin

Check Also

ବିକାଶ ର ବାଟ ଚାହିଁ ବସିଛନ୍ତି ଭିତରପଣ୍ଡି ଗ୍ରାମବାସୀ

Leave a Reply

Your email address will not be published. Required fields are marked *