Friday , August 12 2022
Breaking News
Home / ବିଶେଷ / ଜିଲାପାଳଙ୍କୁ ରାଖି ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ

ଜିଲାପାଳଙ୍କୁ ରାଖି ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ

କେନ୍ଦ୍ରାପଡା, ୧୫/୦୮/୨୦୧୯(ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦ୍ରାପଡା ଶାଖା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି । ସୁନାଇଲୋସ୍ଥିତ ଜ୍ଞାନ ଜ୍ୟୋତି ଭବନ ଅନ୍ତେବାସୀ ଭଉଣୀମାନେ ବୁଧବାର ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଜିଲାପାଳ ସମର୍ଥ ବର୍ମାଙ୍କୁ ରାକ୍ଷୀ ବାନ୍ଧିଥିଲେ । ଜିଲା କାର୍ଯ୍ୟାଳୟରେ ପହଂଚି ବ୍ରହ୍ମକୁମାରୀ ଭଉଣୀମାନେ ରାଖି ବାନ୍ଧିବା ସହ ଉପହାର ସ୍ୱରୂପ ଶ୍ରୀକୃଷ୍ଣଙ୍କ ଏକ ଫଟୋଚିତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସ୍ନେହ, ସୁଚିତ୍ରା, ପ୍ରଜ୍ଞା, ବ୍ର. କୁ ରବୀନ୍ଦ୍ର, ବ୍ର.କୁ ବିଭବ, ବ୍ର.କୁ ସଚ୍ଚିନ୍ଦ୍ର, ବ୍ର.କୁ ଗୋପେଶ୍ୱର, ବ୍ର.କୁ ଅଭୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …

Leave a Reply

Your email address will not be published.