Thursday , September 28 2023
Home / ରାଜନୀତି / ସି.ବି.ଏସ୍.ଇ. ସମେତ ସମସ୍ତ ଶିକ୍ଷାନୁଷ୍ଠାନର ବର୍ଦ୍ଧିତ ଫି ପ୍ରତ୍ୟାହାରର ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ଦାବି

ସି.ବି.ଏସ୍.ଇ. ସମେତ ସମସ୍ତ ଶିକ୍ଷାନୁଷ୍ଠାନର ବର୍ଦ୍ଧିତ ଫି ପ୍ରତ୍ୟାହାରର ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ଦାବି

ଭୁବନେଶ୍ୱର,୧୩/୦୮/୨୦୧୯(ଓଡ଼ିଶା ସମାଚାର)- ସି.ବି.ଏସ୍.ଇ. ସମେତ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଫି ବୃଦ୍ଧିର ତୀବ୍ର ପ୍ରତିବାଦ କରିଛି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି । ସଭାପତି ରମେଶ ରାୁତ ଏକ ପ୍ରେସ୍ ବିବୃତିରେ ତୁରନ୍ତ ବର୍ଦ୍ଧିତ ଫି ପ୍ରତ୍ୟାହାର ଦାବି କରିଛନ୍ତି । ଅଭିଭାବକ ସଂଘର କର୍ମକର୍ତାମାନଙ୍କୁ ନେଇ ଫି ସ୍ଥିର କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *