Friday , August 12 2022
Breaking News
Home / ରାଜନୀତି / ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ

ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ

ମାର୍ଶାଘାଇ, ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ୨୫ନଂ. ଜୋନ ବିଜେପି ସଭାପତି ଇଂ. ପ୍ରକାଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ମହାମେଘବାହନ ଐରଖାରବେଳ ସ୍ୱାଇଁ ଏବଂ ସମ୍ମାନିତଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଭୁବନ ମୋହନ ଜେନା ଯୋଗଦେଇ ବ୍ଲକ ଓ ପଞ୍ଚାୟତସ୍ତରରେ ବିଜେପି ସଂଗଠନକୁ ମଜଭୁତ କରିବାକୁ କହିଥିଲେ । ଜିଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ, ରଜନୀକାନ୍ତ ନାୟକ, ସାଧାରଣ ସଂପାଦକ ହେମନ୍ତ ପରିଡା, ସଂପାଦକ ପ୍ରସନ୍ନ ପରିଡା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଜେଡ଼ି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର …

Leave a Reply

Your email address will not be published.