Sunday , October 1 2023
Home / ତାଜା ଖବର / ପୋଖରୀରେ ବୁଡ଼ି ମହିଳା ମୃତ

ପୋଖରୀରେ ବୁଡ଼ି ମହିଳା ମୃତ

ଜଗତସିଂହପୁର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଥାନା ଅନ୍ତର୍ଗତ ଅଳସୁଧା ପଂଚାୟତ ନିଁପୁର ଗ୍ରାମ ପୋଖରୀରେ ବୁଡ଼ି ବାସନ୍ତି ସ୍ୱାଇଁ(୫୩)ଙ୍କ ଗତସଂଧ୍ୟାରେ ମୃତ୍ୟୁ ଘଟିଛି । ଗତ ସନ୍ଧ୍ୟାରେ ସେ ଶୌଚହେବାକୁ ଯାଇ ଆଉ ଫେରି ନ ଥିଲେ । ଘରଲୋକେ ବହୁତ ଖୋଜାଖୋଜି କରିବା ପରେ ପୋଖରୀରେ ତାଙ୍କୁ ଭାସୁଥିବା ଦେଖିଥିଲେ । ସେଠାରୁ ଉଦ୍ଧାରକରି ତୁରନ୍ତ ତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *