Monday , October 18 2021
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବେ

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବେ

ଭୁବନେଶ୍ୱର , ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରି ପରେଡ଼ ରେ ଅଭିବାଦନ କରିବେ । ସେହିପରି କଟକ ଠାରେ ନୀରଂଜନ ପୂଜାରୀ, ଅନୁଗୁଳ ଠାରେ ବିକ୍ରମ କେଶରୀ ଆରୁଖ, ପୁରୀ ଠାରେ ପ୍ରଫୁଲ ମଲିକ ଓ କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବେ । କଳାହାଣ୍ଡିରେ ପଦ୍ମନାଭ ବେହେରା,ମୟୁରଭଂଜରେ ପ୍ରତାପ ଜେନା,ସୁନ୍ଦରଗଡ଼ ରେ ସୁଦାମ ମାରାଣ୍ଡି,ବଲାଙ୍ଗୀର ରେ ନବ କିଶୋର ଦାସ,କେନ୍ଦୁଝରରେ ଜଗନ୍ନାଥ ସାରକା,ସମ୍ବଲପୁର ରେ ଦିବ୍ୟଶଙ୍କର ମିଶ୍ର,କୋରାପୁଟରେ ପ୍ରେମାନନ୍ଦ ନାୟକ,ଢ଼େଙ୍କାନାଳ ରେ ଅରୁଣ କୁମାର ସାହୁ,କନ୍ଧମାଳ ରେ ସୁଶାନ୍ତ ସିଂ, ବାଲେଶ୍ୱରରେ ଅଶୋକ ଚନ୍ଦ୍ର ପଣ୍ଡା,ଯାଜପୁର ରେ ସମୀର ଦାଶ,ନବରଙ୍ଗପୁର ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ମାଲକାନାଗିରି ରେ ରଘୁନନ୍ଦନ ଦାସ, ଗଜପତି ରେ ତୁଷାରକାନ୍ତି ବେହେରା,ନୟାଗନରେ ଟୁକୁନି ସାହୁ,ଭଦ୍ରକରେ ରାଜସ୍ୱ ପର୍ସସ ସଦସ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବେ ଓ ମିଳିତ ପରେଡ଼ ରେ ଅଭିଭାଦନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *