ଅଗଷ୍ଟ ପନ୍ଦର ସ୍ୱାଧିନ ହୋଇ
ବିଦେଶ ହାତ ରୁ ଶାସନ ନେଇ
ଆମ ହାତେ ଆମ ଶାସନ ଦେଇ
ଛାଡି ଦେଇଗଲେ ଭାରତ ଭୂଇଁ
ଶାସନ କରଇ ଗୋରା ସରକାର
କେତେ ବାଧା ବିଘ୍ନ ନେଇ ଆମର
କେତେ ଠେଙ୍ଗା ମାଡ ଗୋଇଠା ଖାଇ
କେତେକ ରହିଲେ ଜେଳ ଯାଇ
କେତେ କେତେ ବୀର ଙ୍କ ଜୀବନ ଗଳା
ସତଚାଳିିଶ ମସିହା ରେ ସ୍ୱାଧିନ ହେଲା
ମହାତ୍ମା ଗାନ୍ଧୀ ବାଳ ଗଙ୍ଗାଧର ସୁବାଶ ତିଳକ
ତ୍ରିରଙ୍ଗା ପତକା ଆମରି ଟେକ
ବାସ୍ତରୀ ବରଷ ଆସି ପୂରିଲା
ହିନ୍ଦୁସ୍ତାନ ବୋଲି ନାମ ରଖିଲା
ଭାରତ ଭୂଇଁ ରେ ହୋଇ ଜନମ
ବରଷ କେ ଥରେ ବୋଳି ବୁ ନାମ
ଦେଶ କୁ ସୁରକ୍ଷା କରେ ଯବାନ
ଆହାର ଯୋଗାଇ ଥାଏ କିଶାନ
-୦-
ଅଶୁର୍ଲା,ବଙ୍ଗୋମୁଣ୍ଡା,ଜି.ବଲାଙ୍ଗିର – ମୋ-୯୯୩୭୬୦୯୨୮୬