Friday , October 22 2021
Breaking News
Home / ବିଶେଷ / ଜଳଶକ୍ତି ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜଳଶକ୍ତି ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗରଦପୁର, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଜଳଶକ୍ତି ଦିବସ ଉପଲକ୍ଷେ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମର ନୃସିଂହନାଥ ସ୍ୱୟଂ ସହାୟକ ଗୋଷ୍ଠି ତରଫରୁ ଗ୍ରାମରେ ଅବସ୍ଥିତ ନମାଚାର୍ଯ୍ୟ ବାୟା ବାବାଙ୍କ ମାଳ ମଠ ସଂଲଗ୍ନ ଅଂଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୃସିଂହନାଥ ସ୍ୱୟଂ ସହାୟକ ଗୋଷ୍ଠି ର ସଭାନେତ୍ରୀ ଲକ୍ଷ୍ମିପ୍ରିୟା ଓଝା ଓ ସମ୍ପାଦିକା ମୋନାଲିସା ବେହେରା ଙ୍କ ନେତୃତ୍ୱରେ ପରିଚାଳିତ କାର୍ଯ୍ୟକ୍ରମରେ ମିନତି ଓଝା , ସୁମିତ୍ରା ଓଝା,ରଙ୍ଗଲତା ଓଝା,ଧିରୀ ଓଝା,ଲୋଚନବାଳା ଓଝା,ସ୍ୱର୍ଣ୍ଣପ୍ରଭା ଦାସ,ଗୀତାଂଜଳି ଦାସ,ବିମଳା ବେହେରା,କାଂଚନ ସ୍ୱାଇଁ,କାଂଚନବାଳା ଓଝା,ବନିତା ଓଝା ପ୍ରମୁଖ ସାମିଲ ହୋଇ ଚାରା ରୋପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *