Thursday , October 21 2021
Breaking News
Home / ତାଜା ଖବର / କଳାହାଣ୍ଡି ଜିଲ୍ଲାରେ ରେଲଚଲାଚଲ ବାଧାପ୍ରାପ୍ତ

କଳାହାଣ୍ଡି ଜିଲ୍ଲାରେ ରେଲଚଲାଚଲ ବାଧାପ୍ରାପ୍ତ

କଳାହାଣ୍ଡି ,୦୭/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ) ମୂଷଳ ଧାରାରେ ବର୍ଷା ହେବାଯୋଗୁଁ ରାୟଗଡା ଜିଲ୍ଲା ଅମ୍ବାଦୋଲା ରେଲ ଷ୍ଟେସନ ପାଖ ଖଡିପୁଲିଆ ରେ ପ୍ରାୟ ୧୦୦ ମିଟର ମାଟି ଧୋଇହୋଇ ରେଳ ଟ୍ରୋକ ନଷ୍ଟ ହୋଇ ଯାଇଛି ,ଫଳରେ ଏକ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ପଥର ବିଭିନ୍ନ ଟ୍ରେନକୁ ବାତିଲ କରିବା ସହିତ ଅନ୍ୟ କେତେକ ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ନର୍ଲାରୋଡ, ରୁଫ୍ରାରୋଡ, ଭବାନୀପାଟଣା, ଜୁନାଗଡ ରେଲ ଷ୍ଟେସନରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରେଳ ଟ୍ରାକ ମରାମତି କାମ ଶୀଘ୍ର ସାରିବାକୁ ଚେଷ୍ଟା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ମାହାଙ୍ଗା କୋଠପଦା ରେ ଗଣକବି ବୈଷ୍ଣବପାଣିଙ୍କ ୧୩୯ ତମ ଜୟନ୍ତୀ ସମାରୋହ

ମାହାଙ୍ଗା, ୨୦/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ, ପ୍ରଖ୍ୟାତ ସାରସ୍ୱତ ସାଧକ, ଗଣକବି …

Leave a Reply

Your email address will not be published. Required fields are marked *