ଭୁବନେଶ୍ୱର , ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଆ ସାହିତ୍ୟିକ, ସାହିତ୍ୟିକାମାନଙ୍କୁ ମାସିକ ଅତି କମ୍ରେ ଏକ ହଜାର ଟଙ୍କା ସମ୍ମାନସୂଚକ ଭତା ଦେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇ.ସି.ପି.)ର ସଭାପତି ରମେଶ ଚନ୍ଦ୍ର ରାଉତ ଏକ ବିବୃତିରେ ଦାବି କରିଛନ୍ତି । ଓଡ଼ିଶା ସମାଚାର