ଭବାନୀପାଟଣା , ୦୬/୦୮/୨୦୧୯(ଓଡ଼ିଶା ସମାଚାର /ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ବିକାଶ ଘରୋଇ ମହାବିଦ୍ୟାଳୟ ଛାତ୍ରାବାସରୁ ୪ ଟା ସମୟରେ ଫ୍ୟାନରେ ମୃତଦେହ ଓଢଣୀରେ ଝୁଲିବା ଅବସ୍ଥାରେ ମିଲିଥିଲା । ଟାଉନ ଥାନା ପୋଲିସ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । କେଉଁ କାରଣରୁ ଏଭଲି ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଓଡ଼ିଶା ସମାଚାର
Check Also
ପୁରୀ ସହର ଅଶାନ୍ତ : ଗୁଳିମାଡ଼ରେ ଜଣେ ମୃତ, ଛୁରା ମାଡ଼ରେ ଜଣେ ଗୁରୁତର ଆହତ
ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ …