Friday , September 30 2022
Breaking News
Home / ତାଜା ଖବର / ବ୍ରାଉନସୁଗାର ଜବତ : ଜଣେ ଗିରଫ

ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋରଧା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ବ୍ରାଉନସୁଗାର କରୁଥିବା କାରବାର ଅଭିଯୋଗରେ ଖୋରଧା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଖୋରଧା-ବାଜପୁର ରାସ୍ତା ନିକଟ ସତସଙ୍ଗ ବିହାରରୁ ଅଭିଯୁକ୍ତ ମାନୁଲି ବେହେରା ଓରଫ ମାନୁ ବୟସ ୨୦କୁ ଗିରଫ କରି ତା ନିକଟରୁ ୧୩ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ । ଅଭିଯୁକ୍ତ ମାନୁଲି ବେହେରା ନାମକ ଖୋରଧା ଅବକାରୀ ବିଭାଗ ପକ୍ଷରୁ ଏକ ଏନ.ଡ଼ି.ପି.ଏସ୍,ପି.ଆର. ନମ୍ବର ୩୩/୨୦୧୯-୨୦ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାମୁଲି ବେହେରାଙ୍କୁ ଅତିରିକ୍ତ ଜିଲ୍ଲା ଦୋ÷ରାଜଜ୍ଙ୍କ ଅଦାଲତରେ ଆଦର କରାଯାଇଥିଲା । ସେଠାରେ ତାର ଜାମିନ ନାମାନୁଜୁର ହେବାରୁ ତାକୁ ବିଚାର ବିଭାଗ ଅଦାଲତକୁ ପଠାଇ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.