Friday , September 30 2022
Breaking News
Home / ବିଶେଷ / ଷୋଡ଼ଶ ବିଧାନ ସଭାର ୧ମ ଅଧିବେଶନ ଶେଷ

ଷୋଡ଼ଶ ବିଧାନ ସଭାର ୧ମ ଅଧିବେଶନ ଶେଷ

ଭୁବନେଶ୍ୱର,୦୩/୦୮/୨୦୧୯ ( ଓଡ଼ିଶା ସମାଚାର)- ଷୋଡ଼ଶ ବିଧାନ ସଭାର ୧ମ ଅଧିବେଶନ ଶନିବାର ଶେଷ ହୋଇଛି । ତେବେ ୫ ଦିନ ପୂର୍ବରୁ ଶେଷ ହୋଇଛି । ଏହି ଅଧିବେଶନ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ରହିଥିଲା । କିନ୍ତୁ ୫ ଦିନ ପୂର୍ବରୁ ଶନିବାର ଦିନ ସର୍ବ ସମ୍ମତିକ୍ରମେ ଏହି ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘେଷଣା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.