Sunday , October 1 2023
Home / ବିଶେଷ / ସଂକ୍ଷେପରେ ତାଜା ଖବର : ଶ୍ରୀ ମନ୍ଦିର ପରିସରରେ ପାନ ଓ ଗୁଟୁଖା ନିଷେଧ ହେଲା

ସଂକ୍ଷେପରେ ତାଜା ଖବର : ଶ୍ରୀ ମନ୍ଦିର ପରିସରରେ ପାନ ଓ ଗୁଟୁଖା ନିଷେଧ ହେଲା

ପୁରୀ, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)- ଶ୍ରୀ ମନ୍ଦିର ପରିସରରେ ପାନ ଓ ଗୁଟୁଖା ଆଦି ନିଷେଧ କରାଯାଇଛି । ଏହି ନିଷେଧାଦେଶ ସେବାୟତ ଓ ଶ୍ରଦ୍ଧାଳୁଙ୍କ କ୍ଷେତ୍ରରେ ଲାଗୁ ହେବ । ଆସନ୍ତା ଅଗଷ୍ଟ ପହିଲାରୁ ଏହା କାର୍ଯ୍ୟକାରୀ ହେବ । ଏହି ଆଦେଶକୁ ଅମାନ୍ୟ କଲେ ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *