Friday , October 22 2021
Home / ରାଜନୀତି / ଶିବ ପ୍ରସାଦ ଭଳ ବିଧାୟକଙ୍କ ପ୍ରତିନିଧି ହୋଇଥିବାରୁ ଦଳୀୟକର୍ମୀଙ୍କ ସ୍ୱାଗତ

ଶିବ ପ୍ରସାଦ ଭଳ ବିଧାୟକଙ୍କ ପ୍ରତିନିଧି ହୋଇଥିବାରୁ ଦଳୀୟକର୍ମୀଙ୍କ ସ୍ୱାଗତ

କେନ୍ଦ୍ରାପଡା, ୨୯/୦୭/୨୦୧୯ ( ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ତାଙ୍କର କେନ୍ଦ୍ରାପଡା ବ୍ଲକ ପ୍ରତିନିଧି ଭାବେ ପଳସିଂହା ପଂଚାୟତର ପୂର୍ବତନ ସରପଂଚ ମଧୁସୁଦନ ଭଳଙ୍କ ପୁଅ ତଥା ବର୍ତମାନର ସେହି ପଂଚାୟତର ସମିତି ସଭ୍ୟ ଶିବ ପ୍ରସାଦ ଭଳଙ୍କୁ କେନ୍ଦ୍ରାପଡା ବ୍ଲକର ବିଧାୟକଙ୍କ ପ୍ରତିନିଧି ଭାବେ ମନୋନ୍ୱିତ କରିଥିବାରୁ ବିଧାୟକଙ୍କୁ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ôନାରାଣୀ ଜେନା, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ପଣ୍ଡା, ମୋହନ ଚରଣ ଆଚାର୍ଯ୍ୟ, ଅଶ୍ୱୀନୀ ପାତ୍ର, ମହମ୍ମଦ ନିୟାଜୁଦ୍ଦିନ, ସୁର ସାହୁ, ସନ୍ତୋଷ ପାତ୍ର, ବଳରାମ ପରିଡା, ଅକ୍ଷୟ ପାତ୍ର, କାର୍ତ୍ତୀକ ପଣ୍ଡା, ମନୋରଞ୍ଜନ ଜେନା, ହରିପଦ ବେହେରା, ସୁବ୍ରତ କୁମାର ଜେନା, ବାସୁଦେବ ଜେନା, ପ୍ରଫୁଲ୍ଲ ଜେନା, ସରୋଜକାନ୍ତ ପଣ୍ଡା, ପଦ୍ମନାଭ ସାହୁ, ଅଙ୍କୁର ମଳିକ, କାର୍ତୀକ ଚନ୍ଦ୍ର ନାୟକ, ଅଭିମନ୍ୟୁ ମହାନ୍ତି, ଜୟନ୍ତ ସେଠୀ, ନରହରୀ ପାଣି, ପାର୍ଥ ସାରଥୀ ସ୍ୱାଇଁ, ଲୋପାମୁଦ୍ରା ବାରିକ, ସୁମିତ୍ରା ପାଢି, କିଶୋର ମହାରଣା, ବିଜୟ କୁମାର ସ୍ୱାଇଁ,ଭଜକୃଷ୍ଣ ରାଉତ, ସୁଧିର କୁମାର ସ୍ୱାଇଁ, ମୁନା ସେନାପତି,ଶାରଦା ପ୍ରସନ୍ନ ରାଉତ, ବିଶ୍ୱଜୀତ ସାମଲ,କୃପାସିନ୍ଧୁ ସାହୁ,ଅର୍ଜ୍ଜୁନ ପଲାଇ, ପ୍ରମୋଦ ସ୍ୱାଇଁ, ଜୟପ୍ରକାଶ ଗିରୀ, ଅକ୍ଷୟ କୁମାର ବିଶ୍ୱାଳ,ଅଜୟ କୁମାର ମହାନ୍ତି,ବିଭୁରଞ୍ଜନ ଦାସ, ଭାଷ୍କର ପରିଡା, ଦୁଷ୍ମନ୍ତ ମଳିକଙ୍କ ସମେତ କେନ୍ଦ୍ରାପଡା ପଂଚାୟତ ସମିତିର ବହୁ ସରପଂଚ ଓ ସମିତିସଭ୍ୟ/ସଭ୍ୟା ମାନେ ଶ୍ରୀ ଭଳଙ୍କୁ ସ୍ୱାଗତ କରିବା ସହିତ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଂଗ୍ରେସ ତରଫରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଦାବି ରେ ପ୍ରତିବାଦ ସଭା

କଳାହାଣ୍ଡି ,୨୧/୧୦/୨୦ (ଓଡିଶା ସମାଚାର /ସଂଜୟ ସିଂହ)- ଭବାନୀପାଟଣା/ସ୍ଥାନୀୟ ଗାନ୍ଧୀ ଛକ ଠାରେ ମମିତା ହତ୍ୟା କାରୀ ଆସାମୀ ଗୋବିନ୍ଦ …

Leave a Reply

Your email address will not be published. Required fields are marked *