Tuesday , October 26 2021
Breaking News
Home / ବିଶେଷ / ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ମୁସଲିମ ମହିଳାଙ୍କୁ ଶୁଭେଚ୍ଛା – ଧର୍ମେନ୍ଦ୍ର ପ୍ରଧାନ 

ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ମୁସଲିମ ମହିଳାଙ୍କୁ ଶୁଭେଚ୍ଛା – ଧର୍ମେନ୍ଦ୍ର ପ୍ରଧାନ 

                                     ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମର୍ପିତ  

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦/୦୭/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟସଭାରେ ମଙ୍ଗଳବାର ଐତିହାସିକ ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ସମସ୍ତ ମୁସଲିମ ମାଆ ଭଉଣୀ ମାନଙ୍କୁୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ପ୍ରତି ସମର୍ପିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆଜି ତିନି ତଲାକ୍ ପରି ଋଢିବାଦ କୁପ୍ରଥା ମୁସଲିମ ମହିଳାଙ୍କ ସମ୍ମାନ ରକ୍ଷାରେ ଏକ ଅଭୁତପୂର୍ବ ନିୟମ ବ୍ୟବସ୍ଥା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *