Monday , February 6 2023
Breaking News
Home / ବିଶେଷ / ଭୁବନ ସିଭିଲ କୋର୍ଟ ପରିସରରେ ବନ ମହୋତ୍ସବ

ଭୁବନ ସିଭିଲ କୋର୍ଟ ପରିସରରେ ବନ ମହୋତ୍ସବ

ଭୁବନ,୨୭/୦୭/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)-ଭୁବନ ସିଭିଲ କୋର୍ଟ ପରିସରରେ ସିଭିଲ ଜଜ୍ ତଥା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଶ୍ରୀଚନ୍ଦନ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାର ଆସୋସିଏସନ ସହଯୋଗରେ ୭୨ ତମ ବନ ମହୋତ୍ସବ,ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ବାର ଆସୋସିଏସନ ସଭାପତି ବାବୁଲି କୁମାର ସେଠୀଙ୍କ ସମେତ ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଟ ଆଇନଜୀବୀ ସନାତନ ଗୁରୁ,ରବୀନ୍ଦ୍ର କୁମାର ଦାଶ,ଦିବାକର ଦାସ,ପ୍ରକାଶ ନାୟକ,କୋଦଣ୍ଡଧର ନାୟକ,କୋର୍ଟ କର୍ମଚାରୀ,ବନ ବିଭାଗ କର୍ମଚାରୀ ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ର ପ୍ରାୟ ୫୦ ଟି ଚାରା ରୋପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.