Wednesday , January 19 2022
Breaking News
Home / ବିଶେଷ / କମିଶନରେଟ ପୋଲିସ ର ଅପରେସନ ଡ଼୍ୟାନ୍ସ ବାର – ୯୦ ରୁ ଉଦ୍ଧ୍ୱର୍ ଓଡ଼ିଶା ବାହାରର ଯୁବତୀ ଉଦ୍ଧାର

କମିଶନରେଟ ପୋଲିସ ର ଅପରେସନ ଡ଼୍ୟାନ୍ସ ବାର – ୯୦ ରୁ ଉଦ୍ଧ୍ୱର୍ ଓଡ଼ିଶା ବାହାରର ଯୁବତୀ ଉଦ୍ଧାର


ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- କମିଶନରେଟ ପୋଲିସ ର ଅପରେସନ ଡ଼୍ୟାନ୍ସ ବାର । ଶୁକ୍ରବାର କମିାନରେଟ ପୋଲିସ କଟକ ରୋଡ଼୍ ଲକ୍ଷ୍ମୀସାଗର ଅଂଚଳରେ ଥିବା ୧୧ ଟି ଡ଼୍ୟାନ୍ସବାର ଉପରେ ଚଢ଼ାଉ କରିଥିଲା । ଏହି ଡ଼୍ୟାନ୍ସ ବାର ମାନଙ୍କରେ ଓଡ଼ିଶା ବାହାରର ଯୁବତୀ ମାନଙ୍କୁ ମଗାଇ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇ ୯୦ ରୁ ଉଦ୍ଧ୍ୱର୍ ଓଡ଼ିଶା ବାହାରର ଯୁବତୀଙ୍କୁ ଉଦ୍ଧାର କରାଯାଇ ଅଟକ ରଖାଯାଇଛି । ଏହି ଚଢ଼ାଉରେ ରାଜଧାନୀର ୫ ଟି ଥାନା ପୋଲିସ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୭୯୨ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର …

Leave a Reply

Your email address will not be published. Required fields are marked *