ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- କମିଶନରେଟ ପୋଲିସ ର ଅପରେସନ ଡ଼୍ୟାନ୍ସ ବାର । ଶୁକ୍ରବାର କମିାନରେଟ ପୋଲିସ କଟକ ରୋଡ଼୍ ଲକ୍ଷ୍ମୀସାଗର ଅଂଚଳରେ ଥିବା ୧୧ ଟି ଡ଼୍ୟାନ୍ସବାର ଉପରେ ଚଢ଼ାଉ କରିଥିଲା । ଏହି ଡ଼୍ୟାନ୍ସ ବାର ମାନଙ୍କରେ ଓଡ଼ିଶା ବାହାରର ଯୁବତୀ ମାନଙ୍କୁ ମଗାଇ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇ ୯୦ ରୁ ଉଦ୍ଧ୍ୱର୍ ଓଡ଼ିଶା ବାହାରର ଯୁବତୀଙ୍କୁ ଉଦ୍ଧାର କରାଯାଇ ଅଟକ ରଖାଯାଇଛି । ଏହି ଚଢ଼ାଉରେ ରାଜଧାନୀର ୫ ଟି ଥାନା ପୋଲିସ ସାମିଲ ଥିଲେ । ଓଡ଼ିଶା ସମାଚାର