ରାଉରକେଲା, ୨୫/୦୭/୨୦୧୯(ଓଡ଼ିଶା ସମାଚାର)- ରାଉରକେଲାରେ ଏନକାଉଂଟର । ମିଳିଥିବା ତାଜା ସୂଚନା ଅନୁସାରେ ଲାଠିକଟା ଅଂଚଳରେ ଏହି ଏନକାଉଂଟର ହୋଇଛି । ଅପରାଧି ସୁନୀଲ ମାଝୀ ପୋଲିସ ର ଏନକାଉଂଟରରେ ଆହତ ହୋଇଛି । ତାର ଦୁଇ ଗୋଡ଼ରେ ଗୁଳି ବାଜିଛି । ଆହତ ସୁନୀଲକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ସୁନୀଲ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ଓଡ଼ିଶା ସମାଚାର