Saturday , October 8 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଜୁଆ ଆଡ଼ା ଉପରେ ଚଢ଼ାଉ , ୩୨ ହଜାର ଟଙ୍କା ଜବତ, ୫ ଗିରଫ

ସଂକ୍ଷେପରେ ତାଜା ଖବର : ଜୁଆ ଆଡ଼ା ଉପରେ ଚଢ଼ାଉ , ୩୨ ହଜାର ଟଙ୍କା ଜବତ, ୫ ଗିରଫ

 

ଭଂଜନଗର, ୨୫/୦୭/୨୦୧୯(ଓଡ଼ିଶା ସମାଚାର)-ଭଂଜନଗର ରେ ପେୁଲିସ୍ ଜୁଆ ଆଡ଼ା ଉପରେ ଚଢ଼ାଉ କରି ୩୨ ହଜାର ଟଙ୍କା ଜବତ କରିବା ସହିତ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଭଂଜନଗର ଥାନା ଆଇଆଇସି ଙ୍କ ସୂଚନା ଅନୁସାରେ ଭେଜିପୁଟ ଅଂଚଳରେ ପୋଲିସ୍ ଜୁଆଆଡ଼ା ଉପରେ ଚଢ଼ାଉ କରିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.