ଭଂଜନଗର, ୨୫/୦୭/୨୦୧୯(ଓଡ଼ିଶା ସମାଚାର)-ଭଂଜନଗର ରେ ପେୁଲିସ୍ ଜୁଆ ଆଡ଼ା ଉପରେ ଚଢ଼ାଉ କରି ୩୨ ହଜାର ଟଙ୍କା ଜବତ କରିବା ସହିତ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଭଂଜନଗର ଥାନା ଆଇଆଇସି ଙ୍କ ସୂଚନା ଅନୁସାରେ ଭେଜିପୁଟ ଅଂଚଳରେ ପୋଲିସ୍ ଜୁଆଆଡ଼ା ଉପରେ ଚଢ଼ାଉ କରିଥିଲା । ଓଡ଼ିଶା ସମାଚାର