Tuesday , November 30 2021
Breaking News
Home / ଶିକ୍ଷା / ମଧ୍ୟାହ୍ନଭୋଜନ ପାଚିକା-ସହାୟିକା ସଂଘର ବିକ୍ଷୋଭ

ମଧ୍ୟାହ୍ନଭୋଜନ ପାଚିକା-ସହାୟିକା ସଂଘର ବିକ୍ଷୋଭ

ଭୁବନେଶ୍ୱର,୨୪/୦୭/୨୦୧୯(ଓଡ଼ିଶା ସମାଚାର)-ବିଭିନ୍ନ ଦାବିରେ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକାସହାୟିକା ସଂଘ(ସିଆଇଟିୟୁ) ପକ୍ଷରୁ ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୦୧୮ ଜାନୁଆରୀରୁ ୨ହଜାର ଟଙ୍କା ଭତ। ପ୍ରଦାନ, ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି, ୨୮ ମାସର ବକେୟା ଭତା ପ୍ରଦାନ, ବର୍ଷକୁ ୨ଖଣ୍ଡ ଶାଢ଼ି, ଇପିଏଫ୍, ପେନସନ୍ ଓ ବିଡିଓଙ୍କ ପାଖରେ ରହିଥିବା ଟଙ୍କା ଶିକ୍ଷା ବିଭାଗକୁ ଆସିବା ଆଦି ଦାବି କରିଥିଲେ । ଏହି ବିକ୍ଷୋଭବେଳେ ସାଧାରଣ ସମ୍ପାଦକ ରାଧାରମଣ ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦିକା ଇଷାନୀ ଷଡ଼ଙ୍ଗୀ, କ୍ଷୀରମଣି ମହନ୍ତ, କନକ ଦାସ, ପୂର୍ଣ୍ଣିମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ସଦର ଅଞ୍ଚଳର ତିନି ପ୍ରମୁଖ କଲେଜର ବରିଷ୍ଠ ଶିକ୍ଷାବିତମାନେ ହେଲେ ପରିଚାଳନା ସମିତି ସଭାପତି

କଟକ ସଦର,୨୯/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଲେଜ ମାନଙ୍କରେ ଶୈଖିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଏବଂ ପ୍ରଶାସନିକ କାର୍ଯ୍ୟଭାର ଲାଘଵ ପାଇଁ …

Leave a Reply

Your email address will not be published. Required fields are marked *