Saturday , October 8 2022
Breaking News
Home / ତାଜା ଖବର / ପୁଣି ମାଓବାଦୀ ଘରୁ ଡ଼ାକି ନେଇ ହତ୍ୟା କଲେ

ପୁଣି ମାଓବାଦୀ ଘରୁ ଡ଼ାକି ନେଇ ହତ୍ୟା କଲେ

କଳାହାଣ୍ଡି, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ମାଓବାଦୀମାନେ ଜଣେ ନାଏବ ସରପଂଚ ରାଜେନ୍ଦ୍ର ସାହୁଙ୍କୁ ଦିନ ଦିପ୍ରହରେ ପରିବା ଦୋକାନରେ ଗୁଳିକରି ହତ୍ୟା କରିଥିବାବେଳେ ଘରୁ ଡ଼ାକିନେଇ ଆଉ ଜଣଙ୍କୁ ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ଲାଂଜିଗଡ଼ ଥାନା ଓ ଲାଂଜିଗଡ଼ ପଂଚାୟତ ଅନ୍ତର୍ଗତ ବିଶ୍ୱନାଥପୁର / ବାବୁପଦର ର ଭୀମ ଦୋରା । ସେ ଘରେ ଥିବାବେଳେ ତାଙ୍କୁ ଘରୁ ଡ଼ାକି ନେଇଥିଲେ ମାଓବାଦୀମାନେ । ଓଡ଼ିଶା ସମାଚାର

Leave a Reply

Your email address will not be published.