Saturday , October 8 2022
Breaking News
Home / ତାଜା ଖବର / ଦିନ ଦିପଦରେ ହାଟ ମଝିରେ ନାଏବ ସରପଂଚଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

ଦିନ ଦିପଦରେ ହାଟ ମଝିରେ ନାଏବ ସରପଂଚଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

କଳାହାଣ୍ଡି, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )- ଦିନ ଦିପଦରେ ହାଟ ମଝିରେ ନାଏବ ସରପଂଚଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ । ମିଳିଥିବା ସୂଚନା ଅନୁସାରେ ରବିବାର ଲାଂଜିଗଡ଼ ବ୍ଲକ୍ ଅନ୍ତର୍ଗତ ପାହାଡ଼ପଦର / ବୋରିପଦର ଠାରେ ହାଟରେ ପାହଡ଼ପଦର ର ନାଏବ ସରପଂଚ ରାଜେନ୍ଦ୍ର ସାହୁ ପରିବା କିଣୁଥିବାବେଳେ ଶସସ୍ତ୍ର ମାଓବାଦୀ ଗୁଳିକରି ମାରିଛନ୍ତି । ମୃତ ଦେହ ନିକଟରେ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି । ପୂର୍ବରୁ ତାଙ୍କୁ ଚେତାବନୀ ଦିଆଯାଇଥିଲା ଓ ତାଙ୍କ ମୋଟରସାଇକେଲ ପୋଡ଼ିଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.