Thursday , October 21 2021
Breaking News
Home / ବିଶେଷ / କେନ୍ଦ୍ରାପଡା ସାମ୍ବାଦିକଙ୍କୁ ଏସ୍ପିଙ୍କ ଦୁର୍ବ୍ୟବହାର,ନିରାକାରପୁର ଖବରଦାତା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

କେନ୍ଦ୍ରାପଡା ସାମ୍ବାଦିକଙ୍କୁ ଏସ୍ପିଙ୍କ ଦୁର୍ବ୍ୟବହାର,ନିରାକାରପୁର ଖବରଦାତା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

ନିରାକାରପୁର, ୨୧/୦୭/୨୦୧୯ (ଓଡ଼ିଶା ସମାଚାର)-କିଛି ଦିନ ତଳେ କେନ୍ଦ୍ରାପଡ଼ାର ଜଣେ କାର୍ଯ୍ୟରତ ବୈଦୁି୍ୟତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଏସ୍ପି ଦୁର୍ବ୍ୟବହାର କରିଥିଲ । ଏହି ଘଟଣାକୁ ନିରାକାରପୁର ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିବା ସହ ଏହା ଅଗଣତାନ୍ତ୍ରିକ ବୋଲି ଦର୍ଶାଇ ଏହି ଘଟଣାରେ ସଂପୃକ୍ତ ଏସ୍ପି ଙ୍କ ବିରୁଦ୍ଧରେ ଦୃଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କୁ ଗିରଫ ଓ ପଦବୀରୁ ନିଲମ୍ବିତ କରିବା ପାଇଁ ସଂଘ ଏକ ଦାବି ପତ୍ର ନିରାକାରପୁର ରାଜସ୍ୱ ନିରିକ୍ଷକ ଅଶ୍ୱନୀ କୁମାର ଚୋ÷ଧୁରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମାନସ ଚନ୍ଦ୍ର ପଟ୍ଟନାୟକ,ହିମାଂସୁ ଭୂଷଣ ଚମ୍ପତିରାୟ,ଉମେଶ ପଟ୍ଟନାୟକ,ଶ୍ୟାମ ସୁନ୍ଦର ପଟ୍ଟନାୟକ, ଓ ଲଛମନ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିକାଶ ର ବାଟ ଚାହିଁ ବସିଛନ୍ତି ଭିତରପଣ୍ଡି ଗ୍ରାମବାସୀ

Leave a Reply

Your email address will not be published. Required fields are marked *