Friday , October 29 2021
Home / ନିର୍ବାଚନ / ଇଭିଏମ୍ ଦୁର୍ନୀତି ହୋଇଛି: ବିଜୟ ମହାପାତ୍ର

ଇଭିଏମ୍ ଦୁର୍ନୀତି ହୋଇଛି: ବିଜୟ ମହାପାତ୍ର

କେନ୍ଦ୍ରାପଡ଼ା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଇଭିିଏମ ଦୁର୍ନୀତି ନେଇ ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ନିର୍ବାଚନର ଫଳାଫଳ ସଂପର୍କରେ ପ୍ରତିପକ୍ଷ ଅବଗତ ଥିବାରୁ ଇଭିଏମ ଦୁର୍ନୀତିର ସାହାରା ନେଉଛନ୍ତି । ଏଥିିପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ୧୦୦ଟି ଇଭିଏମକୁ ପ୍ରସ୍ତୁତ କରି ରଖାଯାଇଥିଲା । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଏହି ଇଭିଏମ୍କୁ ବାହାରକରି ବିଭିନ୍ନ ଅଂଚଳକୁ ପଠାଇବା ପାଇଁ ସେକ୍ଟର ଅଫିସରଙ୍କୁ ସଜାଗ କରି ରଖାଯାଇଥିଲା । ସେଠାରୁ ଏହି ଇଭିଏମ ଗୁଡ଼ିକୁ ଭୋଟଗଣନା କେନ୍ଦ୍ରକୁ ନିଆଯିବା ପାଇଁ ଯୋଜନା କରାଯାଇଥିଲା । ଏହି ଅଭିଯୋଗ ସଂପର୍କରେ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରାପଡା ଉପଜିଲା୍ଲପାଳଙ୍କଦୃଷ୍ଟିକୁ ଅ।।ଣିବାରୁ ସେ ପ୍ରାର୍ଥୀଙ୍କ ଏପରି ଅଭିଯୋଗକୁ ଅବାସ୍ତବ, ଭିତିିହୀନ ଓ ସଂପୂର୍ଣ୍ଣ ଅମୂଳକବୋଲି କହିଥିଲେ । ଏହି ଅଭିଯୋଗରେ ସାମାନ୍ୟତମ ସତ୍ୟତା ନଥିବା ସେ ସ୍ପଷ୍ଟ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *