Friday , January 28 2022
Breaking News
Home / ତାଜା ଖବର / ସିଡ଼ିଏମଓ ଅଫିସ ପିଅନ ଲାଂଚ ନେଇ ଗିରଫ

ସିଡ଼ିଏମଓ ଅଫିସ ପିଅନ ଲାଂଚ ନେଇ ଗିରଫ

ଗଞ୍ଜାମ, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ଏକ ପାଉଁରୁଟି ଫ୍ୟାକ୍ଟ୍ରିର ଲାଇସେନ୍ନ କରାଇବା ପାଇଁ ଗଂଜାମ ସି.ଡି.ଏମ.ଓ ଅଧିନସ୍ଥ ଖାଦ୍ୟବିଭାଗ ପିଅନ ୧୫୦୦ ଟଙ୍କା କେଶପୁର ଶ୍ରୀରାମ ବେକେରୀ ଫୁଡ଼ଲାଇସେନ୍ସ ପାଇଁ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜିତେନ୍ଦ୍ର କୁମାର ସ୍ୱାଇଁ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ପିଅନ ବିନୋଦ କୁମାର ବେହେରା ୧୫୦୦ ଟଙ୍କା ଲାଂଚ ଦାବି କରିଥିଲେ ଏବଂ ଏ ନେଇ ବେକେରୀ ମାଲିକ ସ୍ୱାଇଁ ବ୍ରହ୍ମପୁର ଭିଜିଲାନ୍ସରେଏକ ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପରିବା ମାର୍କେଟ ରେ ମୋବାଇଲ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

ଭୁବନ,୨୫/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ସମ୍ମୁଖରେ ବସୁଥିବା ଦୈନିକ ପରିବା ମାର୍କେଟରେ ରୀତିମତ ମୋବାଇଲ ଚୋରୀ …

Leave a Reply

Your email address will not be published. Required fields are marked *