ଦିଗପହଣ୍ଡି, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ଶ୍ୱଶୁରଙ୍କ ଛୁରା ମାଡ଼ରେ ଜ୍ୱାଇଁ ଗୁରୁତର ଆହତ । ମିଳିଥିବା ତାଜା ସୂଚନା ଅନୁସାରେ କଲ୍ୟାଣପୁର ଗାଁର ସଂଜୟ ଗୌଡ଼ ତାଙ୍କ ଶ୍ୱଶୁରଙ୍କ ଛୁରା ମାଡ଼ରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡ଼ିକାଲ ରେ ଭର୍ତି କରାଯାଇଛି । ଏକ ପ୍ରେମ ବ୍ୟାପାରରେ ଶ୍ୱଶୁର ଜ୍ୱାଇଁ ଙ୍କର ସମ୍ପର୍କ ଭଲ ନଥିଲା । ତେଣୁ ଶ୍ୱଶୁର ଜ୍ୱାଇଁଙ୍କୁ ଛୁରା ମାଡ଼ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …