Friday , October 29 2021
Home / ବିଶେଷ / ଓଡ଼ିଆ ଯୁବ ସାମ୍ବାଦିକ ମୁମ୍ବାଇରେ ସମ୍ମାନୀତ

ଓଡ଼ିଆ ଯୁବ ସାମ୍ବାଦିକ ମୁମ୍ବାଇରେ ସମ୍ମାନୀତ

ଭୁବନେଶ୍ୱର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ସୁଦୂର ନାଭି ମୁମ୍ବାଇଠାରେ ମୁମ୍ବାଇବାସୀ ଓ ଓଡ଼ିଆମାନଙ୍କ ମିଳିତ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏଥିରେ ଓଡ଼ିଆ ଯୁବ ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କୁ ଲୋକ ତରଣ ସମ୍ମାନ ପ୍ରଦାନ କରାଯାଇଛି । ନାଭି ମୁ୍ମ୍ବାଇ ଖାରଘରଠାରେ ଅନୁଷ୍ଠିତ ଏହି ଉତ୍ସବକୁ ସଂଯୋଜନା କରିଥିଲେ ସୁଶାନ୍ତ ପାଢ଼ୀ । ସଂସ୍ଥାର ମୁଖ୍ୟ ଉଦ୍ୟେକ୍ତା ତଥା ମହାରାଜ ରାମପ୍ରସାଦ ମୁଦୁଲି, ରତନ ପଟ୍ଟନାୟକ, ପ୍ରୀତି ରାୟ ଓ ବହୁ ବରିଷ୍ଠ ସଭ୍ୟମାନେ ଉପସ୍ଥିତଥିଲେ । ଶ୍ରୀ ସାହୁଙ୍କୁ ଏହି ଅବସରରେ ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *