Friday , May 27 2022
Breaking News
Home / ବିଶେଷ / ବିଶ୍ୱ ଭୁଷଣ ହରିଚନ୍ଦନଙ୍କୁ  ଆନ୍ଧ୍ର ରାଜ୍ୟପାଳ ନିଯୁକ୍ତି

ବିଶ୍ୱ ଭୁଷଣ ହରିଚନ୍ଦନଙ୍କୁ  ଆନ୍ଧ୍ର ରାଜ୍ୟପାଳ ନିଯୁକ୍ତି

ଭୁବନେଶ୍ୱର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶା ର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଙ୍କୁ ପଡ଼ୋସି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।  ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨ ଥର ଜନତା ଦଳରୁ ଓ ୩ ଥର ବିଜେଡ଼ି ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଆଇନ , ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟ୍ରିତ୍ୱ ତୁଲାଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ଫୋନ୍ ରେ କଥା ହୋଇ ଏକ ଗୁରୁ ଦାୟିତ୍ୱ ପାଇଁ ଓଡ଼ିଶା ଛାଡ଼ିବାକୁ ପଡ଼ିବ ବୋଲି କହିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଭତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ

କେନ୍ଦ୍ରାପଡ଼ା, ୨୬/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ଗ୍ରାମର ରୋଗଗ୍ରସ୍ତ ବାପ ଓ ଝିଅ …

Leave a Reply

Your email address will not be published. Required fields are marked *