କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଚା ଦୋକାନ କରି ସେଥିରୁ ଉପାର୍ଜିତ ଆୟରେ ଏକ ସ୍କୁଲ ଖୋଲି ପିଲାଙ୍କୁ ପାଠ ପଢ଼ାଉଥିବା ସମାଜସେବୀ ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ସେ ଏକ କାର୍ଯ୍ୟକ୍ରମରେ ଅନୁଗୁଳ ଯାଇଥିବାବେଳେ ସେଠାରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଅନୁଗୁଳ ଠାରେ ଚିକିତ୍ସା ପାଇଁ ହସପିଟାଲ ରେ ଭର୍ତି କରାଯାଇଥିବାବେଳେ ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ମେଡ଼ିସିନ ୱାର୍ଡ଼ର ଆଇସିୟୁ ରେ ଭର୍ତି କରାଯାଇଛି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଓଡ଼ିଶା ସମାଚାର
Check Also
ଗୋପବନ୍ଧୁ ନଥିଲେ ପ୍ରାକୃତିକ ବିପର୍ଯ୍ୟୟରରେ ବିପନ୍ନ ଲୋକ ଶେଷ ହୋଇଯାଇଥାନ୍ତେ – ପ୍ରଶାନ୍ତ ମୁଦୁଲି
ରଘୁନାଥପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ବର୍ତମାନ ବନ୍ୟା, ବାତ୍ୟା, ମରୁଡି ଆଦି ବିପର୍ଯ୍ୟୟରେ ବିପନ୍ନ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ୍ରାଫ୍ …