Wednesday , June 29 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଖଣି ମାଫିଆ ଦ୍ୱାରା ବେଆଇନ ଭାବେ ନିର୍ମିତ ଘର କୁ ପ୍ରଶାସନ ଭାଂଗିଲା

ସଂକ୍ଷେପରେ ତାଜା ଖବର : ଖଣି ମାଫିଆ ଦ୍ୱାରା ବେଆଇନ ଭାବେ ନିର୍ମିତ ଘର କୁ ପ୍ରଶାସନ ଭାଂଗିଲା

ଖୋର୍ଦ୍ଦା, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଖଣି ମାଫିଆ ସୁଭ୍ରାଂଶୁ ପରିଡ଼ା ଆଲିଆସ ଛୋଟା ଦ୍ୱାରା ବେଆଇନ ଭାବେ ନିର୍ମିତ ଘର କୁ ପ୍ରଶାସନ ସୋମବାର ଭାଂଗିଲା । କ୍ରାଇମବ୍ରାଂଚ ର ଏସଟିଏଫ ମୋଷ୍ଟ ୱାନଟେଡ଼ ଥିବା ସୁଭ୍ରାଂଶୁ ପରିଡ଼ା ଗତ ସପ୍ତାହରେ ଖୋର୍ଦ୍ଦା କୋର୍ଟରେ ଆତ୍ମସବର୍ପଣ କରିଥିଲା । ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ବେଆଇନ ଭାବେ ସେ ଗୁରୁଜଙ୍ଗ ଅଂଚଳରେ ନିର୍ମାଣ କରିଥିବା ଅଟାଳିକାକୁ ସୋମବାର ଜିଲା ପ୍ରଶାସନ ୨ ଟି ଜେସିବି ଲଗାଇ ଭାଙ୍ଗିଛନ୍ତି । ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ମାଜିଷ୍ଟ୍ରେଟ ଏହି ଭଙ୍ଗା ସମୟରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀରେ ଫୁଟିଲା ବୋମା , ଜଣେ ଆହତ

ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ …

Leave a Reply

Your email address will not be published. Required fields are marked *