Sunday , December 4 2022
Breaking News
Home / ବିଶେଷ / ହାଜିପୁର ହାଇସ୍କୁଲରେ ବନ ମହୋସôବ

ହାଜିପୁର ହାଇସ୍କୁଲରେ ବନ ମହୋସôବ

ଏରସମା,୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ଏରସମା ବ୍ଲକ ପଏଦା ପଂଚାୟତ ହାଜିପୁର ନୋଡାଲ ଉଚ୍ଚବିଦ୍ୟାଳୟରେ ବନ ମହୋସôବ ସପ୍ତାହ ପାଳିତ ହୋଇଛି । ଇକୋ ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ଦାସଙ୍କ ତତ୍ୱାବଧାନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇକୋ କ୍ଲବର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଦ୍ୟାଳୟର ପରିସରକୁ ସବୁଜସୁନ୍ଦର କରିବାକୁ ଶପଥ ନେଇଥଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷା କର୍ମୀ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମହାପାତ୍ର, ବସନ୍ତ ମଞ୍ଜରୀ ମିଶ୍ର, ପବିତ୍ରା ବସ୍ତିଆ, ମମତା ପ୍ରଧାନ, ପ୍ରତିମା ବେଉରା, ସବିତା ସ୍ୱାଇଁ, ପୂଜାଶ୍ରୀ ରାଉତ, ପ୍ରଦିପ୍ତ କୁମାର ମିଶ୍ର, ବାବାଜୀ ଚରଣ ନାୟକ, ବିଭୂ ସୁନ୍ଦର ଦାସ, କିରଣ ବାଳା ଦାସ ପ୍ରମୁଖ ଛାତ୍ରଛାତ୍ରୀ ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.