Friday , September 30 2022
Breaking News
Home / ବିଶେଷ / ସୂଚନା କମିଶନ ଓ ଲୋକାୟୁକ୍ତ ସଦସ୍ୟ ଚୟନ ପାଇଁ ରାଜ୍ୟପାଳଙ୍କୁ ପଠାଗଲା ତାଲିକା

ସୂଚନା କମିଶନ ଓ ଲୋକାୟୁକ୍ତ ସଦସ୍ୟ ଚୟନ ପାଇଁ ରାଜ୍ୟପାଳଙ୍କୁ ପଠାଗଲା ତାଲିକା

ଭୁବନେଶ୍ୱର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ସୂଚନା କମିଶନ ଏବଂ ଲୋକାୟୁକ୍ତ ପାଇଁ ଜଣେ ଲେଖାଏଁ ସଦସ୍ୟଙ୍କ ନାମ ରାଜ୍ୟପାଳଙ୍କ ନିକଟକୁ ସୁପାରିଶ କରାଯାଇଛି ବୋଲି ବିରୋଧି ଦଳର ନେତା ପ୍ରଦୀପ୍ତ ନାୟକ ପ୍ରକାଶ କରିଛନ୍ତି । ରାଜ୍ୟ ଅତିଥିଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.