Wednesday , October 4 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଏୟାରପୋର୍ଟରୁ ପୁଣି ୨୨ ଲକ୍ଷ ଟଙ୍କାର ଚୋରା ସୁନା ଜବତ- ୨ ଅଟକ

ସଂକ୍ଷେପରେ ତାଜା ଖବର : ଏୟାରପୋର୍ଟରୁ ପୁଣି ୨୨ ଲକ୍ଷ ଟଙ୍କାର ଚୋରା ସୁନା ଜବତ- ୨ ଅଟକ

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ଗୁରୁବାର ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ୬୧୨ ଗ୍ରାମର ଚୋରା ସୁନା ଜବତ ହୋଇଛି । ଜବତ ସୁନାର ମୂଲ୍ୟ ୨୨ ଲକ୍ଷ ହେବ ବୋଲି ଆକଳନ କରାଯାଇଛି । କୁଆଲାଲାମପୁର ରୁ ଏହି ସୁନା ୨ ଜଣ ପ୍ଲାଷ୍ଟିକ୍ କଂଟେନରରେ କ୍ୟାପସୁଲ ଆକାରରେ ଭୁବନେଶ୍ୱର ଆଣୁଥିଲେ । ଅଟକ ୨ ଜଣ ଚେନାଇର । ସେମାନେ କୋଉଠିକି ଏ ସୁନା ନେଉଥିଲେ ତାହା ଖୋଳତାଡ଼ କରିବା ପାଇଁ ଜେରା କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *