ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ଆଜି ରାଜ୍ୟ ମନ୍ତ୍ରୀ ପରିଷଦର ଏକ ବୈଠକ ବସିବ । ଆଜି ପୂର୍ବାହ୍ନ ୧୧ଟା ୪୫ ରେ ରାଜ୍ୟ ସଚିବାଳୟରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ଓଡ଼ିଶା ସମାଚାର