Sunday , October 1 2023
Home / ବିଶେଷ / ବଂଶଧାରା ଜଳ ବିବାଦ: ୩ ସପ୍ତାହରେ ମତାମତ ଦେବାକୁ କେନ୍ଦ୍ର -ଆନ୍ଧ୍ରକୁ ନୋଟିସ୍

ବଂଶଧାରା ଜଳ ବିବାଦ: ୩ ସପ୍ତାହରେ ମତାମତ ଦେବାକୁ କେନ୍ଦ୍ର -ଆନ୍ଧ୍ରକୁ ନୋଟିସ୍

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ବଂଶଧାରା ଜଳ ବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ମଙ୍ଗଳବାର ଶୁଣାଣି କରିଛନ୍ତି । କେନ୍ଦ୍ର – ଓଡିଶା – ଆନ୍ଧ୍ର ମିଳିତ ସର୍ଭେ ପାଇଁ ଓଡିଶା ଅମଙ୍ଗ ହେବାରୁ ତା ଉପରେ ମତାମତ ଦେବାପାଇଁ ଉଭୟ କେନ୍ଦ୍ର ଓ ଆନ୍ଧ୍ରକୁ ଟ୍ରିବ୍ୟୁନାଲ ନୋଟିସ୍ ଜାରୀ କରିଛନ୍ତି । ୩ ସପ୍ତାହ ମଧ୍ୟରେ ମତାମତ ଦେବାକୁ କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *