ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ହେବ । ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରାର୍ଥୀ ହୋଇଛନ୍ତି । ପାଟକୁରାରେ ବିଜେପି ପକ୍ଷରୁ ଆଜି ଷ୍ଟାର କ୍ୟାମ୍ପେନର ଲିଷ୍ଟ ପ୍ରକାଶ ପାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରତାପ ଷଢ଼ଙ୍ଗୀ,ପ୍ରଭାରୀ ଅରୁଣ ସିଂ,ବୈଜୟନ୍ତ ପଣ୍ଡା,ଜଏଲ ଓରାମ,ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା,ବିଶ୍ୱଭୁଷଣ ହରିଚନ୍ଦନ ,କେଭି ସିଂଦେଓ, ମନମୋହନ ସାମଲ, ଅପରାଜିତା ଷଢ଼ଙ୍ଗୀ ,ସଂଗୀତା ସିଂଦେଓ,ପ୍ରଦୀପ୍ତ ନାୟକ,ବିଷ୍ଣୁ ସେଠୀ , ମେହେନ ମାଝୀ,ସମୀର ଦେ, ଦାମ ରାଉତ,ସୁରମା ପାଢ଼ୀ.ସମିର ମହାନ୍ତି,ଖାରବେଳ ସ୍ୱାଇଁ. ରୁଦ୍ର ପାଣି,ମାନସ ମହାନ୍ତି,ପୃଥୀରାଜ ହରିଚନ୍ଦନ,ଭୃଗୁ ବକ୍ସିପାତ୍ର,ପ୍ରଭାତୀ ପରିଡ଼ା,ଠାକୁର ରଣଜିତ ଦାସ,ରଘୁନାଥ ମହାନ୍ତି, ଜୟନାରାୟଣ ମିଶ୍ର, ସୁବାସ ପ୍ରଣିଗ୍ରାହୀ,ରଘୁନାଥ ମହାନ୍ତି,ଜୟନାରାଣ ମିଶ୍ର, ସୁବାସ ପାଣିଗ୍ରାହୀ,ମଦନ ମୋହନ ଦତ,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଜୟନ୍ତ ଷଢ଼ଙ୍ଗୀ,ସୁକାନ୍ତ ନାୟକ,ମୁକେଶ ମହାଲିଙ୍ଗ,ଶ୍ରୀତମ ଦାସ,ଅନୁଚୌଧୁରୀ,ପିଙ୍କି ପ୍ରଧାନ ଓ ହରି ମହାପାତ୍ର ଅଛନ୍ତି । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …