Friday , January 28 2022
Breaking News
Home / ନିର୍ବାଚନ / କୁଶିଆପାଳରେ ବିଜେଡିର ନିର୍ବାଚନୀ ବୈଠକ

କୁଶିଆପାଳରେ ବିଜେଡିର ନିର୍ବାଚନୀ ବୈଠକ

କେନ୍ଦ୍ରାପଡା ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ବିଧାନସଭା ନିର୍ବାଚନୀ ମଣ୍ଡଳିର ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ଗ୍ରାମରେ ସୋମବାର ପୂର୍ବାହ୍ନରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଂଚାୟତ ସଭାପତି ଶିବ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ ମନ୍ତ୍ରୀ ସମୀର  ଦାସ,ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରମୁଖ ଯୋଗଦେଇ ଦଳର ବିଧାୟିକା ପ୍ରାର୍ôଥନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବହୁ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୈାରାଧ୍ୟକ୍ଷା  ରୋସ୍ôନା ସାହୁ,ଦୟାନିଧି ଦାସ,ନିର୍ମଳ ସେଠୀ,ଗୀତାଞ୍ଜଳି ସେଠୀଙ୍କ ସମେତ କୁଶିଆପାଳ ଗ୍ରାମର ଲୋକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପଞ୍ଚାୟତ ନିର୍ବାଚନ :  ଯୁବ ସମାଜସେବୀ ରାକେଶ ବେହେରାଙ୍କ ନାମାଙ୍କନ

କଟକ, ୨୮/୦୧/୨୦୨୨(ଓଡିଶା ସମାଚାର )- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା …

Leave a Reply

Your email address will not be published. Required fields are marked *