ଜଗତସିଂହପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଏସଭିଏମ୍ କଲେଜରେ ଦିର୍ଘଦିନ ହେବ ବିଜେଡି ଯୁବନେତା ଅମରେନ୍ଦ୍ର ଦାସ ଦାୟୀତ୍ୱରେ ଥିବା ସମୟରେ ଏବେ କଲେଜ ପରିଚାଳନା କମିଟି ସଭାପତି ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଏକ ପତ୍ରରେ ଉଲ୍ଲେଖ କରି କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି ଯେ ବର୍ତମାନ ଯୁବ ବିଜେଡି ର ଯୁବ ନେତା ଇଂ.ସମ୍ବିତ କୁମାର ଲେଙ୍କା ଙ୍କୁ କଲେଜ ର ସମସ୍ତ ଦାୟୀତ୍ୱ ଦିଆଗଲା ବୋଲି ଉଲ୍ଲେଖ କରିଛନ୍ତି ।ଇଂ.ସମ୍ବିତ୍ ଲେଙ୍କା ଜଣେ ଆଗଧାଡିର ଦକ୍ଷ ଯୁବ ସଂଗଠକ ଭାବେ ବେଶ ପରିଚିତ । ସେ ଆଗାମୀଦିନରେ କଲେଜର ବିଭିନ୍ନ ସମସ୍ୟା ତଥା ଜିଲ୍ଲାଏକ ନମ୍ବର କରିବେ ବୋଲି ମଧ୍ୟ ସମ୍ବିତ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର
Check Also
ଦଳ ଵାହାର କରିଵା ପୂର୍ବରୁ ଵିଜୁ ଜନତା ଦଳରୁ ଵାହରି ଗଲେ ପଞ୍ଚାୟତ ସଭାପତି
କଟକ ସଦର, ୨୪/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ସଵୁ ସମୟରେ ଚର୍ଚ୍ଚାରେ …