Saturday , October 16 2021
Breaking News
Home / ତାଜା ଖବର / ଟ୍ରକ୍ ପଛରେ ପିଟିହେଲା ବସ୍ -ଡ୍ର଼ାଇଭର ଗୁରୁତର

ଟ୍ରକ୍ ପଛରେ ପିଟିହେଲା ବସ୍ -ଡ୍ର଼ାଇଭର ଗୁରୁତର

ସାଲେପୁର,୦୬/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା):  କଟକ-ଚାନ୍ଦବାଲି ରାସ୍ତାର ବହୁଗ୍ରାମ ନିକଟରେ ଶୁକ୍ରବାର ରାତି ୮ଟାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକରେ ସାଲେପୁର ଅଭିମୁଖେ ଆସୁଥିବା ଏକ ବସ ଟ୍ରକ ପଛରେ ଧକ୍କା ଦେବାରୁ ବସ୍ ଡ଼୍ରାଇଭର ଗରୁତର ହୋଇପଡ଼ିଥିବା ବେଳେ ଏକାଧିକ ଯାତ୍ରୀ ଖଣ୍ଡିଆ ଖାବରା ହୋଇଥିବା ଜଣାପଡ଼ିଛି ।   ଅପରାହ୍ନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ବର୍ଷା ଜଳ ଜମି ରହିଥିôବାରୁ ବଡ଼ ବଡ଼ ଼ି ସବୁ ଯାତ୍ରାୟତରେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । କୈାଣସି କାରଣରୁ ଏକ ଟ୍ରକ୍ ସାଲେପୁର ଆଡ଼କୁ ମୁହଁକରି ଠିଆ ହୋଇଥିବା ବେଳେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିôବା ଏକ ବସ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା । ଫଳରେ ବସ ଡ଼୍ରାଇଭର ଗୁରୁତର ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଅଜଣା ଯୁବକଙ୍କ ଗଳା କାଟି ହତ୍ୟା

ରାଉରକେଲା, ୧୫/୧୦/୨୦୨୧(ଓଡ଼ିଶା ସମାଚାର): ରାଉରକେଲା ସେକ୍ଟର-୫ରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅଜଣା ଯୁବକଙ୍କ ଗଳା କାଟି …

Leave a Reply

Your email address will not be published. Required fields are marked *