Saturday , October 16 2021
Breaking News
Home / ବିଶେଷ / କଟକ ସହରର ସମସ୍ୟା ସମ୍ପର୍କରେ ମ୍ୟୁନିସପାଲ କମିଶନରଙ୍କ ସହିତ ବିଧାୟକଙ୍କ ଆଲୋଚନା

କଟକ ସହରର ସମସ୍ୟା ସମ୍ପର୍କରେ ମ୍ୟୁନିସପାଲ କମିଶନରଙ୍କ ସହିତ ବିଧାୟକଙ୍କ ଆଲୋଚନା

କଟକ , ୦୬/୦୭/୨୦୧୯ (ଓଡ଼ିଶା ସମାଚାର)-   ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ କଟକ ମ୍ୟୁନିସପାଲ କମିଶନର ଅନନ୍ୟା ଦାସ ଙ୍କୁ ଭେଟି ସହରର ଅସସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷକରି ବାଦାମବାଡ଼ି ର ରାସ୍ତା ଘାଟ,ଷ୍ଟ୍ରୀଟ ଲାଇଟ ,ଜଳବନ୍ଦୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଉକ୍ତ ସମସ୍ୟା ଗୁଡ଼ିକ ୁପରେ ଗୁରୁତ୍ୱ ଦିଆଯିବ ବୋଲି କମିଶନର ଅନନ୍ୟା ଦାସ କହିଛନ୍ତି । ଶ୍ରୀ ବିଶ୍ୱାଳ ମ୍ୟୁନିସପାଲଟି କାର୍ଯ୍ୟାଳୟରେ ପହଂଚି ପ୍ରଥମେ ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *