Wednesday , December 7 2022
Breaking News
Home / ବିଶେଷ / ଇନର ହୁଇଲ ବ୍ଲବ୍ ପକ୍ଷରୁ ପୋଷାକ ବଂଟନ

ଇନର ହୁଇଲ ବ୍ଲବ୍ ପକ୍ଷରୁ ପୋଷାକ ବଂଟନ


ଯାଜପୁର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ଯାଜପୁର ଇନରହୁଇଲ କ୍ଲବ୍ ପକ୍ଷରୁ ସଦର ବ୍ଲକ୍ ଅନ୍ତର୍ଗତ ସିମିଳିଆ ପଂଚାୟତର ଓଲେଇପଡ଼ା ଗ୍ରାମରେ ପୋଷାକ ବଂଟନ କରାଯାଇଛି । କ୍ଲବ୍ ସଭାନେତ୍ରୀ ପ୍ରେମଲତା ପଣ୍ଡା , ସଭ୍ୟା ଆଶାଲତା ପତି,ସୁରୁଚି ପାଣିଙକ୍କ ନେତୃତ୍ୱରେ ଶତାଧିକ ଅସହାୟ ମହିଳାଙ୍କୁ ଶାଢ଼ି, ପିଲାମାନଙ୍କୁ ପୋଷାକ,ବିଛଣା ଚଦର ଆଦି ବଂଟନ କରାଯାଇଥିଲା । ରଘୁନାଥ ଧଳ,ଶରତ ଚନ୍ଦ୍ର ଧଳ,ଭୀମସେନ ବେହୁରୀଆ , ବାବୁ ସାହୁ ପାର୍ବତୀ ଧଳ ବୀଣାପାଣି ଧଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.