Tuesday , December 7 2021
Breaking News
Home / ଶିକ୍ଷା / ସାନ୍ତସାହି  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବହି ନିଷ୍କ୍ରମଣ ଦିବସ ପାଳିତ

ସାନ୍ତସାହି  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବହି ନିଷ୍କ୍ରମଣ ଦିବସ ପାଳିତ

କେନ୍ଦ୍ରାପଡା, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଙ୍ଗଳବାର ବହି ନଷ୍କ୍ରମଣ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ  ଉମେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ପରିଚାଳନା ସମିତିର ସଭାପତି  ଦୈତାରୀ ପାତ୍ର ଓ ସମ୍ପାଦକ ଡଃ. ସୁବାଷ ଚନ୍ଦ୍ର ମାହାପାତ୍ରଙ୍କ ତତ୍ୱାବୋଧନରେ ଦଶମ ଶ୍ରେଣୀରେ କୃତିତ୍ୱ ସହ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କ ଗହଣରେ ସମ୍ପାଦକଙ୍କ ଶିକ୍ଷା ଓ ଜୀବନ ଦର୍ଶନ ମୂଳକ ଆଲୋକଚନା କରାଯାଇଥିଲା ।  ଏଥିରେ ପରିଚାଳନା ସମିତିର ସଭାପତି ସଭାପତିତ୍ୱ କରିଥିଲେ । ଶେଷରେ ଛାତୀଛାତ୍ରୀମାନେ ଶିକ୍ଷାନୁଷ୍ଠାନରୁ ପ୍ରମାଣ ପତ୍ର ସହ ଫେରି ଥିଲେ  । ଏହି ଶିକ୍ଷା ବର୍ଷରେ ଶିକ୍ଷାନୁଷ୍ଠାନର ସଫଳତା ଶତପ୍ରତିଶତ ହୋଇଥିବା ବେଳେ ଏ -୧ରେ ୫ଜଣ ଛାତ୍ର ଛାତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, …

Leave a Reply

Your email address will not be published. Required fields are marked *