Friday , September 29 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ରଥ ଟଣା ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ୨ ମୃତ, ୭ ଆହତ

ସଂକ୍ଷେପରେ ତାଜା ଖବର :  ରଥ ଟଣା ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ୨ ମୃତ, ୭ ଆହତ

ଯାଜପୁର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ରଥ ଟଣା ବେଳେ ଅଘଟଣ ଘଟିଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ କାଳିଆପାଣି ହସପିଟାଲରେ ଭର୍ତି କରାଯାଇଛି । ଦୁଇ ମୃତକ ହେଉଛନ୍ତି ଭରତ ରାଉତରାୟ ଓ ସୁଚିତ୍ର ଲେଙ୍କା । ଭରତ ଏକ କମ୍ପାନୀ(ଅଟୱାଲ) ର କର୍ମଚାରୀ ହୋଇଥô୍ବାବେଳେ ସୁଚିତ୍ରଙ୍କ ଘର କାମାକ୍ଷାନଗର ଅଂଚଳରେ । ରଥ ଉପରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଘଟିବା ପରେ ରଥ ରେ ନିଆଁ ଲାଗିଯାଇଥିଲା । ରଥଯାତ୍ରା ବନ୍ଦ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *